Author: Ayesha Debnath

Holi Special Sale: ଫ୍ଲିପକାର୍ଟ, ଆମାଜନ ଏବଂ ମିନ୍ତ୍ରା ଭଳି ଅନଲାଇନ୍ ସପିଂ ପ୍ଲାଟଫର୍ମରେ ହୋଲି ସ୍ପେଶାଲ ସେଲ୍ ଘୋଷଣା କରାଯାଇଛି। ଏଥିରେ ଗୁଲାଲ ଓ ଆବୀରଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ୟନ୍ତ ସାମଗ୍ରୀର ତାଲିକା ରହିଛି। ଚଳିତ ବର୍ଷ ମାର୍ଚ୍ଚ ୧୪ରେ ହୋଲି ପାଳନ କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଲୋକମାନେ ଉତ୍ସାହର ସହ ସପିଂ କରୁଛନ୍ତି। ହୋଲି ଅବସରରେ ଆପଣଙ୍କ ପାଇଁ ସପିଂ କୁ ସହଜ କରିବା ପାଇଁ ଆମେ ଆପଣଙ୍କୁ ଫ୍ଲିପକାର୍ଟ, ଆମାଜନ ଏବଂ ମିନ୍ତ୍ରାରେ ହୋଲି ୨୦୨୫ ସ୍ପେଶାଲ ସେଲ୍ ବିଷୟରେ ଜଣାଇବାକୁ ଯାଉଛୁ । ଫ୍ଲିପକାର୍ଟରେ ଆଶ୍ଚର୍ଯ୍ୟଜନକ ରିହାତି ପ୍ରଥମେ ଆସନ୍ତୁ ଜାଣିବା ଫ୍ଲିପକାର୍ଟ ବିଷୟରେ । ଏହି ଅନଲାଇନ ସପିଂ ପ୍ଲାଟଫର୍ମରେ ଫ୍ଲିପକାର୍ଟ ବିଗ୍ ବଚାଟ ଡେଜ୍ ସେଲ୍ ଆରମ୍ଭ ହୋଇଛି। ଏହି ଅବସରରେ ଅନେକ ପ୍ରଡକ୍ଟ ଉପରେ ଭଲ ଅଫର ଏବଂ ଚମତ୍କାର ରିହାତି ରହିଛି । ଫ୍ଲିପକାର୍ଟରେ ଏହି…

Read More