Author: Ayesha Debnath

Holi Festival: କ’ଣ ଆପଣ ଜାଣନ୍ତି କି ହୋଲି ପର୍ବ କେବଳ ଭାରତରେ ସୀମିତ ନୁହେଁ ? ରଙ୍ଗର ଏହି ପର୍ବକୁ ଅନେକ ଦେଶରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଏ । ସୂଚନାଯୋଗ୍ୟ, ଏଥର ମାର୍ଚ୍ଚ ୧୪ ତାରିଖରେ ହୋଲି ପାଳନ କରାଯିବ। ରଙ୍ଗର ପର୍ବ ହୋଲି ପାଇଁ ଲୋକେ ବର୍ଷ ସାରା ଅପେକ୍ଷା କରିଥାନ୍ତି । ହୋଲି ପାଖେଇ ଆସୁଥିବାରୁ ସମସ୍ତେ ଆହୁରି ଉତ୍ସାହିତ ହୋଇ ପଡିଛନ୍ତି। ହୋଲି କେବଳ ରଙ୍ଗର ପର୍ବ ନୁହେଁ ବରଂ ଏକ ଉତ୍ସବ ଯାହା ସମ୍ପର୍କକୁ ଆହୁରି ମଧୁର କରିଥାଏ । ଭାରତର କୋଣ ଅନୁକୋଣରେ ହୋଲି ବେଶ ଉତ୍ସାହର ସହ ପାଳନ କରାଯାଏ । ଭାରତରେ ହୋଲି, ବିଶେଷ କରି ବୃନ୍ଦାବନ ଏବଂ ବରସାନାରେ ପ୍ରସିଦ୍ଧ । ପ୍ରତିବର୍ଷ ବୃନ୍ଦାବନ ଓ ବରସାନାରେ ହୋଲି ପାଳନ ପାଇଁ ଲୋକଙ୍କ ଭିଡ଼ ଜମିଥାଏ। ଏହାବ୍ୟତୀତ ଭାରତର ବିଭିନ୍ନ ରାଜ୍ୟରେ ହୋଲି ପାଳନ…

Read More