Author: Ayesha Debnath

ଭାରତୀୟ ଇତିହାସରେ ରାଣୀ ଲକ୍ଷ୍ମୀବାଇଙ୍କର ବୀରତା ଓ ସାହସର କାହାଣୀ ଭରି ରହିଛି। ସେ ଝାଁସୀ ପାଇଁ ମରିଯିବା ପର୍ଯ୍ୟନ୍ତ ଇଙ୍ଗ୍ରେଜମାନଙ୍କ ସହ ଲଢ଼େଇ କରିଥିଲେ। ହେଲେ ଆପଣ ଜାଣିଛନ୍ତି କି,ରାଣୀ ଲକ୍ଷ୍ମୀବାଇଙ୍କର ଅନ୍ତିମ ଇଚ୍ଛାକୁ ପୂରଣ କରିବା ପାଇଁ ଅନେକ ସାଧୁମାନେ ତାଙ୍କର ପ୍ରାଣ ତ୍ୟାଗ କରିଥିଲେ । ମାହାରାଣୀ ଲକ୍ଷ୍ମୀବାଇ ଝାଁସୀର ରାଣୀ ଥିଲେ। ସେ ମରିବା ପର୍ୟ୍ୟନ୍ତ ଝାନ୍ସୀକୁ ଇଙ୍ଗ୍ରେଜମାନଙ୍କ ସହ ଲଢ଼େଇ କରିବାର ପ୍ରତିଜ୍ଞା କରିଥିଲେ। ତାଙ୍କର ସ୍ୱାମୀ ଗଙ୍ଗାଧରଙ୍କର ମୃତ୍ୟୁ ପରେ ଇଙ୍ଗ୍ରେଜମାନେ ଝାଁସୀକୁ ବ୍ରିଟିଶ୍ ଶାସନର ଅଧୀନ କରିବାକୁ ଚାହାଁଥିଲେ, କିନ୍ତୁ ମାହାରାଣୀ ଏହା ହେବାକୁ ଦିଆଇନଥିଲେ। ରାଣୀ ଲକ୍ଷ୍ମୀବାଇ 1857 ବିଦ୍ରୋହରେ ଇଂରାଜୀମାନଙ୍କ ବିରୁଦ୍ଧରେ ତାଙ୍କର ସେନାର ନେତୃତ୍ୱ କଲେ। ସେ ଇଂରାଜୀମାନେଙ୍କୁ କହିଥିଲେ ଯେ ସେ ମରିବା ପର୍ଯ୍ୟନ୍ତ ତାଙ୍କର ଝାଁସୀ କାହାକୁ ଦେବେ ନାହିଁ । ଇଙ୍ଗ୍ରେଜମାନେ ଗଙ୍ଗାଧର ରାଓଙ୍କର ମୃତ୍ୟୁ ପରେ ତାଙ୍କର ଏବଂ ରାଣୀ ଲକ୍ଷ୍ମୀବାଇଙ୍କର…

Read More