Author: Ayesha Debnath

YouTube: ୟୁଟ୍ୟୁବ କେବଳ ଭିଡିଓ ଦେଖିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଟଙ୍କା ରୋଜଗାର କରିବାର ଏକ ଉତ୍ତମ ପ୍ଲାଟଫର୍ମ ମଧ୍ୟ ହୋଇପାରିଛି। ଯଦି ଆପଣଙ୍କ ପାଖରେ ଗୁଣବତ୍ତାଯୁକ୍ତ କଣ୍ଟେଣ୍ଟ ଅଛି ଏବଂ ଆପଣ ଲୋକଙ୍କୁ କିଛି ନୂଆ ବା ଆକର୍ଷଣୀୟ ଦେଖାଇପାରୁଛନ୍ତି, ତେବେ ଆପଣ ମଧ୍ୟ ୟୁଟ୍ୟୁବରୁ ରୋଜଗାର କରିପାରିବେ। ୟୁଟ୍ୟୁବରୁ ରୋଜଗାର କରିବା ପାଇଁ କେବଳ ଭିୟୁଜ ନୁହେଁ, ଅନ୍ୟ ଅନେକ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼େ। ଯଦିଓ ଭିୟୁଜ ହେଉଛି ୟୁଟ୍ୟୁବର ପ୍ରାଥମିକ ଆୟ ଉତ୍ସ। ଆସନ୍ତୁ ଜାଣିବା ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବାର ୪ଟି ସହଜ ଉପାୟ କ’ଣ। ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ (ବିଜ୍ଞାପନରୁ ଆୟ) ଯେତେବେଳେ ଆପଣଙ୍କ ଚାନେଲରେ ୧୦୦୦ ସବସ୍କ୍ରାଇବର ଏବଂ ୪୦୦୦ ଘଣ୍ଟାର ଓ୍ଵାଚ ଟାଇମ ପୂରଣ ହୁଏ, ତେବେ ଆପଣ ୟୁଟ୍ୟୁବ ପାର୍ଟନର ପ୍ରୋଗ୍ରାମ ପାଇଁ ଆବେଦନ କରିପାରିବେ। ଏହି ପ୍ରୋଗ୍ରାମରେ ଆପଣଙ୍କ ଭିଡିଓରେ ଦେଖାଯାଉଥିବା…

Read More