Author: Ayesha Debnath

Subhadra Jojana: ସୁଭଦ୍ରା ଯୋଜନାରେ ସରକାର ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସ୍କିମରେ ହିତାଧିକାରୀ ୨ଟି କିସ୍ତି ପାଇସାରିଲେଣି । ହେଲେ ଅନେକ ହିତାଧିକାରୀ ଆପ୍ଲାଏ କରିଥିଲେ ସୁଦ୍ଧା ୨ଟି କିସ୍ତି ସେମାନଙ୍କୁ ମିଳିନାହିଁ । ସବୁଠୁ ବଡ କଥା ହେଉଛି ଗୋଟିଏ ଘରୁ ଶାଶୁକୁ ଟଙ୍କା ଆସିଥିବା ବେଳେ ବୋହୂକୁ ଟଙ୍କା ମିଳିପାରିନାହିଁ । ତେଣୁ ଟଙ୍କା ଆସିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି କିଛି ହିତାଧିକାରୀ । ସେପଟେ ପ୍ରତି ଘରକୁ ସୁଭଦ୍ରା ପହଞ୍ଚିବ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରମ୍ୱାର ଆଶ୍ୱସନା ଦେଇଆସୁଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସମସ୍ୟା ପାଇଁ ଯେଉଁ ମହିଳାଙ୍କ ଖାତାକୁ ଟଙ୍କା ଯାଇପାରିନି, ସେମାନଙ୍କୁ ମଧ୍ୟ ସମସ୍ୟା ଦୂର କରାଯାଇ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି । ଆଉ ଯୋଜନାରୁ…

Read More