Author: Ayesha Debnath

Champak: ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଡେବ୍ୟୁ କରିଥିବା ରୋବଟ୍ କୁକୁରର ନାମକୁ ନେଇ ”ତାରକ ମେହତା କା ଉଲ୍ଟା ଚଶ୍ମା”ର ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ନିକଟରେ ଏହି ରୋବୋଟିକ୍ କୁକୁରର ଆନୁଷ୍ଠାନିକ ନାମ ଚମ୍ପକ ରଖାଯାଇଥିଲା, ଯାହା ସମସ୍ତ ଟିଏମକେଓସି ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲା । ଲୋକପ୍ରିୟ କମେଡି ସିରିଜରେ ଚମ୍ପକଲାଲ ଗଡାଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅମିତ ଭଟ୍ଟଙ୍କ ସହ ୟୁଜର୍ସ ମାନେ ଏହି କୁକୁରର ନାମ ଯୋଡିଥିଲେ । ରବିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମଧ୍ୟରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମୁକାବିଲା ପୂର୍ବରୁ ଆୟୋଜକଙ୍କ ଦ୍ୱାରା କରାଯାଇଥିବା ଏକ ଅନଲାଇନ୍ ଫ୍ୟାନ୍ ପୋଲ୍ ପରେ ସୋସିଆଲ ମିଡିଆରେ ଏହି ନାମର ଘୋଷଣା ହୋଇଥିଲା। ଆଇପିଏଲ୍ ର ଅଫିସିଆଲ୍ ବିବୃତି ଅନୁଯାୟୀ, ଚମ୍ପକ ଦର୍ଶକଙ୍କ ପ୍ରିୟ ଥିଲେ, ସେ ସର୍ଭେର ଶୀର୍ଷରେ ଥିଲେ ଏବଂ…

Read More