Author: Ayesha Debnath

Odisha Weather : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ହେଲେ ଏବେ ଲାଗିବ ତାତିରେ ବ୍ରେକ । ମିଳିବ ଆଶ୍ଵସ୍ତି । ଆଜିଠାରୁ ବଦଳିବ ପାଗ । ରାଜ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି କମିବା ସହ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବ। ଅନ୍ୟପଟେ ଆଉ ୨ ଦିନ ଅଧା ଓଡ଼ିଶା ଜଳିବ ଖରା ତାତିରେ। ପଶ୍ଚିମ ଓଡ଼ିଶାରେ ହିଟ୍ ୱେବ୍ ନେଇ ଆଲର୍ଟ। ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଏପ୍ରିଲ ୨ ତାରିଖରେ…

Read More