Author: Ayesha Debnath

Empuraan: ମୋହନଲାଲଙ୍କ ଅଭିନୀତ ‘ଏଲ୍-୨: ଏମ୍ପୁରାନ୍’ କେବଳ ଆଉ ଏକ ଚଳଚ୍ଚିତ୍ର ନୁହେଁ, ବରଂ ହିନ୍ଦୁ ଓ ବିଜେପି ବିରୋଧୀ କାହାଣୀ ପ୍ରସାର କରିବାର ଏକ ମାଧ୍ୟମ, ଯାହା ପୂର୍ବରୁ ଭାଙ୍ଗି ଯାଇଥିବା ଭାରତକୁ ଆହୁରି ବିଭାଜିତ କରିବାର ଆଶଙ୍କା ସୃଷ୍ଟି କରିଛି ବୋଲି ଆର୍ଏସ୍ଏସ୍ ସହ ଜଡ଼ିତ ଏକ ପତ୍ରିକାରେ ପ୍ରକାଶିତ ଏକ ଲେଖାରୁ ଜଣାପଡ଼ିଛି। ଗୁଜରାଟରେ ଗୋଧ୍ରା ପରବର୍ତ୍ତୀ ଦଙ୍ଗାର ସମ୍ବେଦନଶୀଳ ପ୍ରସଙ୍ଗକୁ ଏହି ଚଳଚ୍ଚିତ୍ରରେ ସ୍ପଷ୍ଟ ଓ ଉଦ୍ବେଗଜନକ ପକ୍ଷପାତିତା ସହ ଦର୍ଶାଯାଇଛି। ମାର୍ଚ୍ଚ ୨୭ରେ ମୁକ୍ତିଲାଭ କରିଥିବା ଏଲ-୨: ୨୦୧୯ର ହିଟ୍ ଫିଲ୍ମ ଲୁସିଫରର ସିକ୍ୱେଲ ହେଉଛି ଇମ୍ପୁରାନ୍ । ଦକ୍ଷିଣପନ୍ଥୀ ରାଜନୀତିର ସମାଲୋଚନା ଏବଂ ଗୁଜୁରାଟ ଦଙ୍ଗାର ଗୁପ୍ତ ଉଲ୍ଲେଖକୁ ନେଇ ଏହି ଚଳଚ୍ଚିତ୍ର ଟି ଚର୍ଚ୍ଚାର ବିଷୟ ପାଲଟିଛି । ସ୍କ୍ରିପ୍ଟ ରାଇଟର ମୁରଲୀ ଗୋପି କିନ୍ତୁ ଏହି ବିବାଦକୁ ଖଣ୍ଡନ କରି କହିଛନ୍ତି ଯେ ଫିଲ୍ମକୁ ନିଜ ନିଜ ଢଙ୍ଗରେ ବ୍ୟାଖ୍ୟା…

Read More