Author: Ayesha Debnath

Bangladesh: ବାଂଲାଦେଶକୁ “ସମୁଦ୍ରର ଏକମାତ୍ର ସଂରକ୍ଷକ” ବୋଲି କହିଛନ୍ତି ଏବଂ ଚୀନକୁ ଏହି ଅଞ୍ଚଳରେ ” ବାଣିଜ୍ୟ ବିସ୍ତାର” କରିବାକୁ ନିମନ୍ତ୍ରଣ ଦେଇଛନ୍ତି, ଏହା ଭାରତ ପାଇଁ ଏକ ରଣନୀତିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ବୟାନ ଚିକେନ୍ ନେକ୍ (ସିଲିଗୁଡ଼ି କରିଡର) ଉପରେ କେନ୍ଦ୍ରିତ, ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ମୁଖ୍ୟ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏକ ସଂକୀର୍ଣ୍ଣ ଭୂଖଣ୍ଡ ଅଟେ। ଏହା ଭାରତର ଜାତୀୟ ସୁରକ୍ଷା ଓ ଅଖଣ୍ଡତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୀନର ସମ୍ଭାବ୍ୟ ପ୍ରଭାବ ଏବଂ ବାଂଲାଦେଶର ଚାଲ ଭାରତର ସୁରକ୍ଷା ପାଇଁ ନିହାତି ବିପଦ ସୃଷ୍ଟି କରିବ। ୟୁନୁସଙ୍କର ଏହି ବୟାନକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ଟିପ୍ପଣୀ ଆସିନାହିଁ । ତେବେ ଭାରତ ନିଶ୍ଚିତ ଭାବେ ୟୁନୁସଙ୍କ ବକ୍ତବ୍ୟକୁ ଗମ୍ଭୀରତାର ସହ ନେଇଥିବ ଏଥିରେ ସନ୍ଦେହ ନାହିଁ । ଏହା ଭିତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୟୁନୁସଙ୍କ…

Read More