Author: Ayesha Debnath

Ghibli Trend : କି ଘିବଲି ଟ୍ରେଣ୍ଡ ଆରମ୍ଭ ହୋଇଛି ଯେ, ସମସ୍ତେ ନିଜର ବ୍ୟକ୍ତିଗତ ଫଟୋକୁ ChatGPT ଓ Grok ଭଳି ପ୍ଲାଟଫର୍ମରେ ଅପଲୋଡ୍ କରି ଘିବଲି ଷ୍ଟାଇଲ୍‌ର ଇମେଜ୍ ତିଆରି କରୁଛନ୍ତି। ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କଠାରୁ ନେତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘିବ୍ଲି ଷ୍ଟାଇଲ୍‌ର ଇମେଜ୍ ଶେୟାର କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏକ ଭୁଲ୍ ଆପଣଙ୍କ ଉପରେ ହିଁ ଭାରୀ ପଡ଼ିପାରେ? ChatGPT ଦେଖିବା ପରେ ଏଲନ୍ ମସ୍କ ତାଙ୍କ ଏଆଇ ଚାଟବଟ୍ Grok 3ରେ ମଧ୍ୟ ଘିବ୍ଲି ଷ୍ଟାଇଲ୍ ଇମେଜ୍ ତିଆରି କରିବାର ଫିଚର ଯୋଡ଼ି ଦେଇଛନ୍ତି। କିନ୍ତୁ ଏବେ ଡିଜିଟାଲ୍ ଗୋପନୀୟତା (ପ୍ରାଇଭେସୀ) ନେଇ ଚିନ୍ତା ବଢ଼ିବାରେ ଲାଗିଛି। ମିଡିଆ ରିପୋର୍ଟ ଅନୁସାରେ, ସାଇବର ଏକ୍ସପର୍ଟମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଓପନ୍‌ଏଆଇ ଏହି ନୂଆ ଟ୍ରେଣ୍ଡର ଆଳରେ ହଜାର ହଜାର ବ୍ୟକ୍ତିଗତ ଫଟୋ ସଂଗ୍ରହ କରି ଏଆଇ ଟ୍ରେନିଂ ପାଇଁ ବ୍ୟବହାର କରିପାରେ।…

Read More