Author: Ayesha Debnath

Kynam wood : ସୁନା ହେଉଛି ପୃଥିବୀର ସବୁଠାରୁ ବିରଳ ଧାତୁ ଏବଂ ଏହା ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ଅଟେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଏମିତି ଏକ ସ୍ୱତନ୍ତ୍ର ଏବଂ ବିରଳ ପ୍ରକାରର କାଠ ଅଛି ଯାହାର ମୂଲ୍ୟ ସୁନା ଠାରୁ ୧୦୦ ଗୁଣ ଅଧିକ । ହଁ, ଆମେ କହୁଛୁ କିନାମ୍ କାଠ ବିଷୟରେ, ଏହାର ଅନନ୍ୟ, ଆକର୍ଷଣୀୟ ସୁଗନ୍ଧ ପାଇଁ ପ୍ରସିଦ୍ଧ, ଏହା ପୃଥିବୀରେ ମିଳୁଥିବା ସବୁଠାରୁ ବିରଳ କାଠ । କିନାମ୍ କାଠ କେତେ ମହଙ୍ଗା ଏବଂ ଏହା କେଉଁଠାରେ ମିଳେ? ଅଲ୍ ଜଜିରାର ଏକ ରିପୋର୍ଟ ଅନୁଯାୟୀ, କିନାମ କାଠର ଦାମ୍ ଗ୍ରାମ ପିଛା ୧୦,୦୦୦ ଡଲାର (୮.୫୦ ଲକ୍ଷ ଟଙ୍କାରୁ ଅଧିକ) ହୋଇଥିବା ବେଳେ ୧୦ ଗ୍ରାମର ମୂଲ୍ୟ ପ୍ରାୟ ୮୫ ଲକ୍ଷ ଟଙ୍କା ହୋଇଥିବାରୁ ଏହା ପୃଥିବୀର ସବୁଠାରୁ ଦାମୀ ପଦାର୍ଥ ମଧ୍ୟରୁ ଅନ୍ୟତମ । କିନାମ୍ ଆଗରଉଡ୍ ଗଛରୁ ଉତ୍ପନ୍ନ…

Read More