Author: Ayesha Debnath

ChatGPT : ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ସ୍କ୍ରୋଲ୍ କରିବା ସମୟରେ ଆପଣଙ୍କୁ ଲୋକମାନେ ଘିବଲି ଟ୍ରେଣ୍ଡ ଫଲୋ କରୁଥିବାର ଦେଖିବାକୁ ପାଇବେ। ସଜ଼ମସ୍ତେ AI ପ୍ଲାଟଫର୍ମ ଚ୍ୟାଟଜିପିଟି (ChatGPT) ଦ୍ୱାରା ଘିବଲି ଏନେମେସନ୍ ପ୍ରସ୍ତୁତ କରୁଛନ୍ତି। ଲୋକମାନେ ଏହି ଫଟୋଗୁଡିକୁ ତାଙ୍କର ସୋସିଆଳ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ଼ କରୁଛନ୍ତି । ତେବେ ଖାସ କଥା ହେଉଛି ଯେ, ଏହି ଟ୍ରେଣ୍ଡ କୁ ଛୋଟ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଫଲୋ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଘିବଲି ଏନେମେସନ୍ ଆଜିଠାରୁ ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଘିବଲି କଳାର ଆରମ୍ଭ କିପରି ହେଲା? ଏହାକୁ ପ୍ରଥମେ କିଏ ସୃଷ୍ଟି କରିଥିଲେ? ଏହାର ଇତିହାସ କଣ? ଆସନ୍ତୁ ଜାଣିବା। ଜାପାନ ସହିତ ଏହି କଳାର ସଂଯୋଗ ଘିବଲି ଆର୍ଟର ସଂଯୋଗ ଜାପାନ ସହିତ ଅଛି । ଏଠାର ଆର୍ଟିଷ୍ଟ ହାଓ ମିୟାଜାକୀ (Hayao Miyazaki) କିଛି…

Read More