Author: Ayesha Debnath

Plants for Summer : ଗରମଦିନ ଆରମ୍ଭ ହୋଇଛି। ଏହି ସମୟରେ କେବଳ ବାହାରର ତାପମାତ୍ରା ବଢିବାରେ ଲାଗି ନାହିଁ, ଘରର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ଘରକୁ ପ୍ରାକୃତିକ ଭାବରେ ଠଣ୍ଡା ରଖିବା ଏକ ବଡ଼ ଚ୍ୟାଲେଞ୍ଜ୍ ହୋଇଯାଏ। ତଥାପି, ଏସି ଓ କୁଲର କିଛି ସମୟ ପାଇଁ ଆରାମ ଦେଇଥାଏ, କିନ୍ତୁ ଦୀର୍ଘ ସମୟ ଧରି ଯଦି ଆପଣ ଘରକୁ ଠଣ୍ଡା ରଖିବାକୁ ଚେଷ୍ଟା କରିବେ, ତେବେ ସେଥିପାଇଁ ଅନେକ ପରିଶ୍ରମ ଲାଗିଥାଏ। ଏହି ସମୟରେ ଆପଣ ନିଜ ଘରରେ କିଛି ଗଛ ବା ପ୍ଲାଣ୍ଟଲଗାଇ ପାରିବେ, ଯାହାକି ଘରକୁ ସହଜରେ ଠଣ୍ଡା କରିପାରିବ। ଆସନ୍ତୁ ଜାଣିବା ଘରକୁ ଠଣ୍ଡା ରଖିବାରେ କେଉଁ ପ୍ଲାଣ୍ଟ୍ ଲଗେଇବେ । ଏଲୋଭେରା ଏଲୋଭେରା କେବଳ ଚର୍ମ ଓ କେଶ ପାଇଁ ଲାଭଦାୟକ ନୁହେଁ, ବରଂ ଏହା ଘର ଚାରିପାଖରେ ରଖିବା ଦ୍ୱାରା ଘର ମଧ୍ୟ ଥଣ୍ଡା ହୋଇଥାଏ…

Read More