Author: Ayesha Debnath

Bhubaneswar: ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମାନ)ର ଯୋଗାଯୋଗ ଉପାଦାନ ଅଧୀନରେ ଓଡ଼ିଶା ପାଇଁ ଯଥେଷ୍ଟ ପ୍ରକଳ୍ପମଞ୍ଜୁର କରିଛି । ସଦ୍ୟତମ ଆବଣ୍ଟନରେ ମୋଟ ୬୩.୨୭୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୨୬ଟି ରାସ୍ତା ଏବଂ ୬୯.୬୫ କୋଟି ଟଙ୍କା ବିନିଯୋଗ ରେ ୨ଟି ଲଙ୍ଗ ସ୍ପାନ୍ ବ୍ରିଜ୍ (ଏଲ୍ ଏସ୍ ବି)କୁ ଅନୁମୋଦନ ମିଳିଛି। ଏହି ପଦକ୍ଷେପ ର ଲକ୍ଷ୍ୟ ହେଉଛି ସାରା ରାଜ୍ୟରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ବସ୍ତିଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସର୍ବକାଳୀନ ସଡ଼କ ସଂଯୋଗ ପ୍ରଦାନ କରିବା । ନିକଟରେ ଏହି ମଞ୍ଜୁରୀ ପୂର୍ବ ପ୍ରୟାସ ଉପରେ ଆଧାରିତ, ଯେଉଁଠାରେ ମନ୍ତ୍ରଣାଳୟ ୨୧୧.୧୪ କିଲୋମିଟର ପରିବ୍ୟାପ୍ତ ୬୬ଟି ସଡ଼କ ଏବଂ ୨୧୯.୪୦ କୋଟି ଟଙ୍କା ବିନିଯୋଗରେ ୪ଟି ଏଲଏସ୍ବିକୁ ମଧ୍ୟ ପିଏମ୍-ଜନମାନ…

Read More