Author: Ayesha Debnath

Solila Prida : ସଲୀଳା ପରିଡ଼ା ଜଣେ ବହୁମୁଖୀ ପ୍ରତିଭା ଥିଲେ, ଯିଏ କି ଜଣେ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ ଓ ଗାୟିକା ଭାବରେ ଜଣାଶୁଣା ଥିଲେ । ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ସଲୀଲା ଉଭୟ ଓଲିଉଡ୍ ଓ ବଲିଉଡରେ ନିଜ ପାଇଁ ଉଲ୍ଲେଖନୀୟ ପରିଚୟ ସୃଷ୍ଟି କରିଥିଲେ। ସେ ଡଥ୍ ଏଣ୍ଟରଟେନମେଣ୍ଟ ଏଲଏଲସିର ସଭାପତି ଏବଂ ପ୍ରତିଷ୍ଠାତା ଥିଲେ। ଖାଲି ସେତିକି ନୁହେଁ ମନୋରଞ୍ଜନ ଶିଳ୍ପରେ ସେ ତାଙ୍କର ଉଦ୍ୟୋଗୀ ଭାବନା ପ୍ରଦର୍ଶନ କରିଥିଲେ । ପରିଡାଙ୍କ ଶିକ୍ଷାଗତ ପୃଷ୍ଠଭୂମି ବିବିଧ ଥିଲା, ଅର୍ଥନୀତିରେ ଡିଗ୍ରୀ , ଏହା ପରେ ହଲିଉଡ ଫିଲ୍ମ ଇନଷ୍ଟିଚ୍ୟୁଟରୁ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ପାଠ୍ୟକ୍ରମ, ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସାୟ ପରିଚାଳନା ଏବଂ ଲଣ୍ଡନରେ ଫ୍ୟାସନ ଡିଜାଇନିଂ ଇତ୍ୟାଦି। କାହାଣୀ କହିବା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଦୁଇ ଦଶନ୍ଧି ଧରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରଣା ଦେଇଥିଲା। ଇଚ୍ଛାର ଇଚ୍ଛା (୨୦୧୩), ତାଙ୍କର…

Read More