Author: Ayesha Debnath

Aurangzeb: ଭାରତର ଇତିହାସରେ ଏକ ଦୀର୍ଘ କାଳଖଣ୍ଡ ଏମିତି ରହିଛି, ଯେତେବେଳେ ଦିଲ୍ଲୀରେ ଇସଲାମୀ ଶାସନ ଥିଲା ଏବଂ ହିନ୍ଦୁମାନଙ୍କୁ ନିଜ ଦେଶରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ରହିବାକୁ ପଡ଼ିଥିଲା। ଏଥିରେ ସବୁଠାରୁ ଦୀର୍ଘ ସମୟ ଦିଲ୍ଲୀର ସିଂହାସନରେ ମୋଗଲମାନଙ୍କର ଶାସନ ରହିଥିଲା। ମୋଗଲମାନେ ଆଫଗାନ ତୈମୁର ଓ ମଙ୍ଗୋଲ ଚଙ୍ଗେଜ ଖାନଙ୍କ ବଂଶଧର ଥିଲେ। ସେମାନଙ୍କ ପୂର୍ବଜମାନେ ମଧ୍ୟ ଅତ୍ୟାଚାରୀ ଥିଲେ। ତଥାପି, ବାମପନ୍ଥୀ ଇତିହାସକାରମାନେ ମୋଗଲମାନଙ୍କୁ ଏମିତି ଉପସ୍ଥାପନ କରିଛନ୍ତି ଯେମିତି ସେମାନେ କଳା ଓ ସଂସ୍କୃତିର ସବୁଠାରୁ ବଡ଼ ସଂରକ୍ଷକ ଥିଲେ। କିନ୍ତୁ, ସତ୍ୟତା ଏହାଠାରୁ ଭିନ୍ନ ଥିଲା। ମୋଗଲ ଶାସନ ସମୟରେ ହିନ୍ଦୁମାନଙ୍କୁ ଜଜିୟା କର ଦେବାକୁ ପଡ଼ୁଥିଲା। ମନ୍ଦିରଗୁଡ଼ିକୁ ଭାଙ୍ଗି ନଷ୍ଟ କରାଯାଉଥିଲା। ଏହି ମୋଗଲ ଶାସକମାନଙ୍କ ମଧ୍ୟରେ ଜଣେ ଥିଲେ – ଔରଙ୍ଗଜେବ। ଔରଙ୍ଗଜେବ ଶେଷ ଓ ସବୁଠାରୁ ପ୍ରଭାବଶାଳୀ ମୋଗଲ ଶାସକ ଥିଲେ। ତାଙ୍କ ପରେ ମୋଗଲମାନଙ୍କ ଶାସନ କେବଳ…

Read More