Author: Ayesha Debnath

ମସଲା ଚା’ କେବଳ ଉଷ୍ମତା ପ୍ରଦାନ କରେ ନାହିଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଫାଇଦା ଦେଇଥାଏ । ଅଦା, ଅଳେଇଚ, ଲବଙ୍ଗ, ଡାଲଚିନି ଓ ତୁଳସୀ ଭଳି ମସଲାରେ ପ୍ରସ୍ତୁତ ଏହି ଚା’ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ, ଯାହା ଶୀତକାଳୀନ ରୋଗରୁ ରକ୍ଷା କରିଥାଏ। ମସଲା ଚା’ କିଛି ବିଶେଷ ମସଲା ଏବଂ କ୍ଷୀର ସହିତ ପ୍ରସ୍ତୁତ କରାଯାଏ । ଶୀତ ଆରମ୍ଭ ହେବାମାତ୍ରେ ଲୋକେ ମସଲାଯୁକ୍ତ ଚା’ ପିଇବା ଆରମ୍ଭ କରିଦିଅନ୍ତି। ଶୀତଦିନେ ମସଲା ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ମସଲା ଚା’ କେବଳ ଉଷ୍ମତା ପ୍ରଦାନ କରେ ନାହିଁ ବରଂ ଏହାର ଔଷଧୀୟ ଗୁଣ ଶରୀରକୁ ଅନେକ ଫାଇଦା ଦେଇଥାଏ । ଅଦା, ଅଳେଇଚ, ଲବଙ୍ଗ, ଡାଲଚିନି ଓ ତୁଳସୀ ଭଳି ମସଲାରେ ପ୍ରସ୍ତୁତ ଏହି ଚା’ ରୋଗ ପ୍ରତିରୋଧକ ଶକ୍ତି କୁ…

Read More