Author: Ayesha Debnath

ନିକଟରେ ରିଲିଜ ହୋଇଛି ଫିଲ୍ମ ‘କଙ୍ଗୁଭା’। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ସମସ୍ତ କଳାକାର ଏହି ଫିଲ୍ମର ସଫଳତାକୁ ଅନୁଭବ କରୁଥିବା ବେଳେ ଅଭିନେତ୍ରୀ ଦିଶା ପାଟାନୀଙ୍କ ସହ ଘଟି ଯାଇଛି ଏକ ବଡ ଘଟଣା । ଅଭିନେତ୍ରୀ ଦିଶା ପଟାନୀଙ୍କ ପିତାଙ୍କ ସହ ଏକ ବଡ଼ ଠକେଇ ଘଟିଛି । ୫ ଜଣିଆ ଗୋଷ୍ଠୀ ଅଭିନେତ୍ରୀଙ୍କ ପିତା ଜଗଦୀଶ ସିଂ ପଟାନୀଙ୍କୁ ଏକ ସରକାରୀ ଆୟୋଗରେ ଏକ ଉଚ୍ଚ ପଦବୀ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ସଂପର୍କରେ ସେ ଅଭିନେତ୍ରୀଙ୍କ ପିତାଙ୍କୁ ୨୫ ଲକ୍ଷ ଟଙ୍କା ଠକିଥିଲେ। ଅବସରପ୍ରାପ୍ତ ଡେପୁଟି ଏସପି ଜଗଦୀଶ ସିଂ ପଟାନୀ ଠକେଇ ମାମଲାରେ ନଭେମ୍ବର ୧୫ ରେ ବରେଲି କୋଟୱାଲୀ ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରିଛନ୍ତି। ଜଗଦୀଶ ପାଟନୀ ଅଭିଯୋଗରେ…

Read More