Author: Ayesha Debnath

Meditation: ଯୋଗ ଏବଂ ବ୍ୟାୟାମ ଆମ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଯେଉଁମାନେ ନିୟମିତ ଭାବେ ଯୋଗ କରନ୍ତି, ସେମାନଙ୍କର ବିଭିନ୍ନ ଗମ୍ଭୀର ଏବଂ ମାନସିକ ରୋଗ ହେବାର ଆଶଙ୍କା କମ୍ ଥାଏ। ଯେହେତୁ ସାରା ବିଶ୍ୱରେ ମାନସିକ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଯେହେତୁ ମାନସିକ ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ସହିତ ସିଧାସଳଖ ଜଡ଼ିତ, ସେଥିପାଇଁ ଧ୍ୟାନ ଅଭ୍ୟାସ କରିବା ଦ୍ୱାରା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଭଲ ରଖିବାରେ ସହାୟକ ହୋଇଥାଏ। ଧ୍ୟାନର ଉପକାରିତା ଏବଂ ଧ୍ୟାନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିକଟରେ ମିଳିତ ଜାତିସଂଘ ସାଧାରଣ ସଭା (UNGA) ମଧ୍ୟ 21 ଡିସେମ୍ବରରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରିବାକୁ ଅନୁମୋଦନ କରିଛି। UNGAରେ ଭାରତ ସହ-ପ୍ରାୟୋଜିତ ଏକ ସଂକଳ୍ପକୁ ଡିସେମ୍ବର ୨୧କୁ ‘ବିଶ୍ୱ ଧ୍ୟାନ…

Read More