Author: Ayesha Debnath

Milk Digestion Problems in Kids : ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ସ୍ତନ୍ୟପାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ତନ୍ୟପାନ ଶିଶୁକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ଆଣ୍ଟିବଡ଼ି ମଧ୍ୟ ବଢ଼ାଇଥାଏ । ଯେଉଁ କାରଣରୁ ପିଲାମାନେ ସଂକ୍ରମଣ, ଆଲର୍ଜି, ଆଜମା ଏବଂ ମୋଟାପଣରୁ ରକ୍ଷା ପାଇଥାନ୍ତି। କ୍ଷୀର କେବଳ ନବଜାତ ଶିଶୁ ପାଇଁ ନୁହେଁ ବରଂ ବଢ଼ୁଥିବା ପିଲାମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ ପରି ଖଣିଜ ପଦାର୍ଥର ଆବଶ୍ୟକତା ପୂରଣ କରେ। ଏହା ସେମାନଙ୍କର ହାଡ଼ ଏବଂ ଦାନ୍ତକୁ ମଜଭୁତ କରେ । ହରମୋନ୍ ଏବଂ ସ୍ନାୟୁ ପ୍ରଣାଳୀ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରେ। କିନ୍ତୁ, ଅନେକ ପିଲା କ୍ଷୀର ହଜମ କରିବାରେ ସକ୍ଷମ ନୁହଁନ୍ତି। ଏହିପରି ପିଲାମାନଙ୍କୁ କ୍ଷୀର ଖାଇବାକୁ ଦେବା କଷ୍ଟକର ହୋଇଯାଏ। ଆସନ୍ତୁ ଜାଣିବା ଏଥିପାଇଁ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ……

Read More