Author: Ayesha Debnath

Empty Stomach: ଅଧିକ ସମୟ ଖାଲି ପେଟରେ ରହିଲେ, ସର୍ବପ୍ରଥମେ ଶାରୀରିକ ଦୁର୍ବଳତା ଅନୁଭବ ହୋଇଥାଏ। ଏହି କାରଣରୁ, ଯେକୌଣସି କାର୍ଯ୍ୟ କରିବା ସମୟରେ ବ୍ୟକ୍ତି ଜଣକ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରେ। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଲି ପେଟରେ ଆମର ମସ୍ତିଷ୍କର ତାର କାମ କରିବା ଶକ୍ତି ହରେଇ ଦେଇଥାଏ। ଯାହା ଆମର ଚିନ୍ତା ଏବଂ ବୁଝିବା କ୍ଷମତାକୁ ପ୍ରଭାବିତ କରିଥାଏ।ବାସ୍ତବରେ, ମସ୍ତିଷ୍କର ରି- ୱାଏରିଂ, ଯାହାକୁ ନ୍ୟୁରୋପ୍ଲାଷ୍ଟିସିଟି ମଧ୍ୟ କୁହାଯାଏ, ତାହା ଆମ ଖାଦ୍ୟ ଦ୍ୱାରା ପ୍ରଭାବିତ ହୋଇଥାଏ, ଯାହା ମାନସିକ ସମସ୍ୟା ସୃଷ୍ଟି କରିପାରେ। ଏଥି ସହିତ, ଅତ୍ୟଧିକ ଭୋକ ଚାପ ଏବଂ ଅବସାଦକୁ ବଢ଼ାଇଥାଏ । ଖାଲି ପେଟରେ ରହିବାର ପ୍ରଭାବ ଓଜନ ହ୍ରାସ ପାଇଁ ଡାଏଟ୍ ମାଧ୍ୟମରେ କ୍ୟାଲୋରୀ ଗ୍ରହଣକୁ କମ କରିବାର ଏହା ଏକ ମାଧ୍ୟମ ଅଟେ। କିନ୍ତୁ ଯେତେବେଳେ ଆପଣ ଭୋକିଲା ଅନୁଭବ କରିଥାନ୍ତି ସେତେବେଳେ ଆମର ମସ୍ତିଷ୍କ ଉପରେ…

Read More