Author: Ayesha Debnath

Benefits of Guava Leaf: ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାକୁ ଖାଦ୍ୟରେ ଅନ୍ତର୍ଭୂକ୍ତ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏବଂ ରୋଗରୁ ରକ୍ଷା କରିଥାଏ । ପିଜୁଳି ମଧ୍ୟରୁ ଗୋଟିଏ ଯାହା ଶୀତର ଏକ ସୁପରଫୁଡ୍। କିନ୍ତୁ ଆପଣ ଜାଣନ୍ତି କି କେବଳ ପିଜୁଳି ନୁହେଁ, ଏହାର ପତ୍ର ମଧ୍ୟ ଗୁଣର ଭଣ୍ଡାର ଅଟେ । ସାଧାରଣତଃ ଲୋକମାନେ ଏହାକୁ ଅଳିଆ ବୋଲି ଭାବି ଏହାକୁ ଫୋପାଡ଼ି ଦିଅନ୍ତି, କିନ୍ତୁ ବାସ୍ତବରେ ଏହି ପତ୍ରଗୁଡ଼ିକ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ପ୍ରତିଦିନ ପିଜୁଳି ପତ୍ର ଚୋବାଇବା ଶରୀରକୁ ଅନେକ ଲାଭ ଦେଇପାରେ । ଏଥିରେ ମାଙ୍ଗାନିଜ୍, ପୋଟାସିୟମ୍, ଭିଟାମିନ୍, ଭିଟାମିନ୍ ସି, ମିନେରାଲ୍ସ, ଲାଇକୋପିନ୍, ଫାଇବର ଭଳି ଗୁଣ ମିଳିଥାଏ । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସହାୟକ ହୋଇଥାଏ। ଯଦି ଆପଣ…

Read More