Author: Ayesha Debnath

Health Tips: ଯେଉଁ ଜୋତାକୁ ଆପଣ ଏତେ ଭଲପାଇ କିଣୁଛନ୍ତି ସେହି ଜୋତା ଆପଣଙ୍କୁ ଅସୁସ୍ଥ କରିପାରେ । ବିଶେଷଜ୍ଞଙ୍କ ଅନୁଯାୟୀ ଜୋତା ଆର୍ଥ୍ରାଇଟିସ୍, ଆଣ୍ଠୁ ଜନିତ ସମସ୍ୟା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଭୁଲ ଜୋତା ପିନ୍ଧିବା ପାଦରେ ସମସ୍ୟା ସୃଷ୍ଟି କରିଥାଏ, ଯାହା ପାଦର ସଠିକ୍ ବିକାଶକୁ ରୋକିପାରେ । ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍, ଲୁକ୍ ଏବଂ ବ୍ରାଣ୍ଡର ଜୋତା ଉପଲବ୍ଧ । ଲୋକମାନେ ବ୍ରାଣ୍ଡ ଏବଂ ମୂଲ୍ୟକୁ ଦେଖି ଜୋତା କିଣନ୍ତି । ଆପଣ ଜାଣନ୍ତି କି ଆପଣ ଏତେ ଏତେ ଆଗ୍ରହର ସହ କିଣୁଥିବା ଜୋତା ଆପଣଙ୍କୁ ଅସୁସ୍ଥ ମଧ୍ୟ କରିପାରେ? BHUର ଶାରୀରିକ ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଏକ ଅନୁସନ୍ଧାନରେ କୁହାଯାଇଥିଲା ଯେ ଆରାମ ଅନୁଯାୟୀ ଜୋତା କିଣିନଥିବାରୁ ୨୩ ପ୍ରତିଶତ ଯୁବ ଖେଳାଳି ଅକାଳରେ ଅଯୋଗ୍ୟ ହୋଇଯାଆନ୍ତି । ଅନୁସନ୍ଧାନ କ’ଣ କହୁଛି ଏବଂ ଆପଣ ମଧ୍ୟ ଏହି ଜୋତା…

Read More