Author: Ayesha Debnath

Lazy Snakes: ପୃଥିବୀରେ ମିଳୁଥିବା ସମସ୍ତ ଜୀବଜନ୍ତୁଙ୍କ ମଧ୍ୟରୁ ସାପ ଅଧିକ ବିଷାକ୍ତ ହୋଇଥାଏ । ସେମାନେ ଯେତେ ଦ୍ରୁତ ଗତିଶୀଳ ହୋଇଥାନ୍ତି, ସେତେ ହିଁ ବିଷାକ୍ତ ମଧ୍ୟ ହୋଇଥାନ୍ତି । ଏପରି ଅନେକ ସାପ ଅଛନ୍ତି ଯେଉଁମାନେ କାମୁଡ଼ିବା ଦ୍ୱାରା ସଙ୍ଗେ ସଙ୍ଗେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ । ତେବେ ସାପର ନାମ ଶୁଣିବା ମାତ୍ରେ ଆମ ମନକୁ ଏକ ଦ୍ରୁତ ଗତିଶୀଳ ଜୀବର କଳ୍ପନା ଆସେ, କିନ୍ତୁ କିଛି ସାପ ଅଛନ୍ତି ଯାହା ବହୁତ ଅଳସୁଆ ହୋଇଥାନ୍ତି । ସେମାନେ ବହୁତ ଆରାମ କରିବାକୁ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ, ସେମାନଙ୍କୁ ଖାଦ୍ୟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ମଧ୍ୟ ପଡ଼ିଥାଏ। ସାପର ଏହି ପ୍ରକୃତି ସେମାନଙ୍କର ଶାରୀରିକ ଗଠନ, ଶିକାର ରଣନୀତି ଏବଂ ବାସସ୍ଥାନ ଅନୁଯାୟୀ ହୋଇଥାଏ। ଏହିପରି ସାପ ସାଧାରଣତଃ ବଡ଼ ଏବଂ ଭାରୀ ହୋଇଥାନ୍ତି, ଯେଉଁ କାରଣରୁ ସେମାନେ ଦ୍ରୁତ ଗତିରେ…

Read More