Author: Ayesha Debnath

Hair Mask: କେଶକୁ ସଫ୍ଟ ଏବଂ ଚକଚକ୍ କରିବା ପାଇଁ ଆମେ ସମସ୍ତେ ସେଲୁନ୍ ବା ପାର୍ଲର ଯାଇଥାଉ । ସେଲୁନରେ ଏପରି ଅନେକ ଜିନିଷ ବ୍ୟବହାର କରାଯାଏ ଯାହା ଆମ କେଶକୁ ସୁନ୍ଦର କରିଦେଇଥାଏ କିନ୍ତୁ ସେହି ଦ୍ରବ୍ୟରେ ଥିବା ରାସାୟନିକ ପଦାର୍ଥ ମଧ୍ୟ କେଶକୁ କ୍ଷତି ପହଞ୍ଚାଏ । ଏହାସହ ସେହି ଚମକ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥାଏ । ସେଥିପାଇଁ ପୁଣିଥରେ ଆମକୁ ସେଲୁନ୍ ବା ପାର୍ଲର ଯିବାକୁ ପଡ଼ିଥାଏ । ଏପରି ପରିସ୍ଥିତିରେ, ଘରୋଇ ଜିନିଷଗୁଡ଼ିକ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହୁଏ । ଏଠାରେ, ଏହିପରି କିଛି କେଶ ମାସ୍କ ତିଆରି କରିବାର ପଦ୍ଧତି ଦିଆଯାଉଛି ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହି ହେୟାର ମାସ୍କଗୁଡ଼ିକ ସହିତ କେଶ କେବଳ ସୁନ୍ଦର ଦେଖାଯାଏ ନାହିଁ ବରଂ ସଫ୍ଟ ଏବଂ ସୀଲକି ହୋଇଯାଏ। ଅଣ୍ଡା, ଦହି ଏବଂ ଆଲୋଭେରା ଭଳି ଜିନିଷ…

Read More