Author: Ayesha Debnath

Travel: ଅନେକ ଲୋକ ବର୍ଷର ଶେଷ ମାସରେ ଯାତ୍ରା(Travel) କରିବାକୁ ଯୋଜନା କରନ୍ତି । ବର୍ଷର ଶେଷ ମାସ ଯାତ୍ରା ପାଇଁ ଉପଯୁକ୍ତ ବୋଲି କୁହାଯାଏ । ଶୀତ ଋତୁରେ ଦେଶ ବା ବିଦେଶ ଗସ୍ତରେ ଯିବାର ଆନନ୍ଦ ହିଁ ଅଲଗା । ଯଦିଓ ଭାରତୀୟମାନେ ବର୍ଷସାରା ଅନେକ ସ୍ଥାନକୁ ଯାତ୍ରା କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଶୀତଦିନରେ କେଉଁ ବିଦେଶୀ ସ୍ଥାନରେ ଭାରତୀୟମାନେ ଅଧିକ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି? ଏହି ସ୍ଥାନଟି ହେଉଛି ଆବୁଧାବି (Abu Dhabi) ।୨୦୨୪ର ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ଆବୁଧାବିର ବୁକିଂରେ ସର୍ବାଧିକ ବୃଦ୍ଧି ଘଟିଛି। ଯଦି ଆମେ ଆନ୍ତର୍ଜାତୀୟ ଯାତ୍ରା ବିଷୟରେ ଆଲୋଚନା କରିବା, ତେବେ ଏଠାରେ ୧୫୦ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ସହିତ, ଡିସେମ୍ବର ୨୦, ୨୦୨୪ ରୁ ଜାନୁୟାରୀ ୨,୨୦୨୫ ମଧ୍ୟରେ ଆବୁଧାବିର ବୁକିଂ ୧୭୪ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ସମାନ ଅବଧିରେ ଫୁକେଟର…

Read More