Author: Ayesha Debnath

Rashifala: ଏହି ରାଶିର ଲୋକମାନେ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଦିଗୁଣା ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଜାଣନ୍ତୁ ଆପଣଙ୍କର ରାଶିଫଳ… ମେଷ : ବନ୍ଧୁଙ୍କ ସହ ଭ୍ରମଣ କରିବାର ସୁଯୋଗ ପାଇବେ। ବ୍ୟବସାୟର ସମ୍ପ୍ରସାରଣ ହେବ। ଅଫିସକାମ ଠିକ୍ ସମୟରେ ସାରିବାରେ ସକ୍ଷମ ହେବେ। ଆପଣଙ୍କର ରାଜନୈତିକ ଶତ୍ରୁ ରହିବେ। ଗୁଜବ ଉପରେ ବିଶ୍ୱାସ କରି ଅସୁବିଧାରେ ପଡ଼ିବେ। ଦାମୀ ଜିନିଷ କିଣିବାକୁ ଆଗ୍ରହ ପ୍ରକାଶ କରିବେ। ବୃଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କମ୍ ପରିଶ୍ରମ ରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମନ୍ୱୟ ନ ରହିପାରେ। ପିତାମାତା ସନ୍ତାନର ବିବାହ ପାଇଁ ଯୋଜନା କରିପାରନ୍ତି। ସମ୍ପତ୍ତିର ମାଲିକାନା ପାଇବେ। ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହେବେ। ବିନା ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରିବେ। ମିଥୁନ : ତରବରିଆ ଭାବେ ନିଷ୍ପତ୍ତି ନେବା ଦ୍ୱାରା ଅସୁବିଧାରେ ପଡ଼ିପାରନ୍ତି। ବ୍ୟବସାୟରେ ଉନ୍ନତି…

Read More