Author: Ayesha Debnath

Skin Care: ଶୀତ ଋତୁରେ ଚେହେରାର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର ହୋଇଯାଏ, ଯେଉଁ କାରଣରୁ ଚର୍ମ ଶୁଷ୍କ ଏବଂ ଡ୍ରାଏ ହୋଇଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ଏହାକୁ ଠିକ କରିବା ପାଇଁ ବଜାରରେ ବିକ୍ରି ହେଉଥିବା ଚର୍ମ ଯତ୍ନ ଉତ୍ପାଦ ବ୍ୟବହାର କରନ୍ତି । ତେଣୁ ଏହି ସସମାୟାରେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ପାଇଁ ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ । ଜାଣି ରଖନ୍ତୁ କିଛି ଘରୋଇ ଟିପ୍ସ… ଶୀତଦିନେ ଥଣ୍ଡା ପବନ ପ୍ରଭାବରେ ତ୍ୱଚା ଡ୍ରାଏ ହୋଇଯାଏ। ଏପରି ନ ହେବାପାଇଁ ନିୟମିତ ମଶ୍ଚରାଇଜର ଲଗାନ୍ତୁ। କେମିକାଲ୍‌ ପ୍ରଡକ୍ଟ ବ୍ୟବହାର କରିବା ବଦଳରେ ପ୍ରାକୃତିକ ଭାବେ ମହୁ ବ୍ୟବହାର କରିପାରିବେ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରି ଗୁଣ ତ୍ୱଚାକୁ ହାଇଡ୍ରେଟ୍‌ କରି ରଖିଥାଏ। ମହୁକୁ ମୁହଁରେ ଲଗାଇ ୧୫ରୁ ୨୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ, ସ୍କିନ୍‌ ନରମ ଏବଂ…

Read More