Author: Ayesha Debnath

Foot Care: ଶୀତଦିନେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା ପାଲଟିଥାଏ । ଏଥିପାଇଁ ଆମେ ଅନେକ ସମୟରେ ବଜାରରେ ବିକ୍ରି ହେଉଥିବା କ୍ରିମ ବ୍ୟବହାର କରିଥାଉ । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା ଜେଲ୍ ଲଗାଇପାରିବେ । କାରଣ ଆଲୋଭେରା ରେ ଆଣ୍ଟି-ଇନ୍‌ଫ୍ଲାମେ ଟୋରୀ ଏବଂ ମଶ୍ଚରାଇଜିଂ ଗୁଣ ରହିଛି । ଏହା ଛଡା ଆପଣ ଗୋଇଠିରେ ମହୁ ଲଗାଇ ପାରିବେ । ଏହା ସହ ପାଚିଲା କଦଳୀକୁ ହିଲରେ ମାଲିସ୍ କରନ୍ତୁ ଏବଂ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ତାପରେ ଧୋଇ ଦିଅନ୍ତୁ, ଏହା କରିବା ଦ୍ବାରା ହିଲ୍‌ ନରମ ହୋଇଥାଏ । ଘରୋଇ ଉପଚାର କଦଳୀ: ଭିଟାମିନ୍ A, B 6 ଏବଂ C କଦଳୀରେ ମିଳିଥାଏ । ଏହାର ଅର୍ଥ କଦଳୀ ହେଉଛି ଏକ ପ୍ରାକୃତିକ…

Read More