Author: Ayesha Debnath

Blueberry: ବ୍ଲୁବେରିରେ କ୍ୟାଲୋରୀ କମ୍ କିନ୍ତୁ ଫାଇବରରେ ଭରପୂର, ତେଣୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିନଥାଏ ଏବଂ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରିବେ ଏବଂ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବେ । ଏଥିରେ ଆଣ୍ଟୋସିୟାନିନ ନାମକ ଏକ ଉପାଦାନ ମଧ୍ୟ ମିଳିଥାଏ, ଯାହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ବହୁତ ସାହାଯ୍ୟ କରିଥାଏ । ସୁସ୍ଥ ଜୀବନ ପାଇଁ କେତେ କ’ଣ କରୁଛନ୍ତି ଆଜିର ପିଢୀ । କିଏ ହେଲ୍‌ଦି ଡାଏଟ ଗ୍ରହଣ କରୁଛି ତ କିଏ ପୁଣି ହେଲ୍‌ଦି ଲାଇଫଷ୍ଟାଇଲ ପାଇଁ କରୁଛି ଯୋଗାଭ୍ୟାସ । ତେବେ ଶରୀର ପାଇଁ ସଜାଗ ଆଜିର ଜେନେରେସନ ପାଇଁ ଏହା ଜାଣିବା ଦରକାର କି କିଛି ଏଭଳି ଫଳ ରହିଛି ଯାହାକୁ ଖାଇବା ଦ୍ବାରା ଏଜିଂ ସୁସ୍ଥ ହେବା ସହ ନିୟନ୍ତ୍ରିତ ହୋଇଥାଏ ଶରୀରର ଅନେକ ମାରାତ୍ମକ ରୋଗବ୍ୟାଧି। ଏନେଇ କରାଯାଉଥିବା ଅନେକ ଗବେଷଣା ମଧ୍ୟରୁ…

Read More