Author: Ayesha Debnath

Water intake in winter : ଶୀତଦିନେ ଆମେ ଝଳାଉନାହୁଁ ତେଣୁ ଆମେ କମ୍ ଶୋଷିଲା ଅନୁଭବ କରୁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଳର ଆବଶ୍ୟକତା କମିଯାଏ। ଅତି କମରେ ୮-୧୦ ଗ୍ଲାସ୍ ପାଣି ଶୀତଦିନେ ମଧ୍ୟ ପିଇବା ଉଚିତ, ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ହୋଇ ରହିଥାଏ ଏବଂ ମେଟାବୋଲିଜିମ୍ ସ୍ୱାଭାବିକ ରହିଥାଏ । ଶୀତ ଋତୁରେ ସଂକ୍ରମିତ ରୋଗ ହେବାର ଆଶଙ୍କା ବଢ଼ିଥାଏ । ଯଦି ଆମେ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରେଟ୍ ହୋଇନଥାଉ ତେବେ ଆମର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଯାଏ । ତେଣୁ ପାଣି ପିଇବା ଜରୁରୀ ଅଟେ। ଆମ ସମସ୍ତ ଅଙ୍ଗର କାର୍ଯ୍ୟ ପାଇଁ ଜଳ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ୫୦ରୁ ୭୦ ପ୍ରତିଶତ କେବଳ ପାଣି ଥାଏ । ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଥଣ୍ଡା ପବନ ଯୋଗୁଁ ବେଶୀ ଶୋଷ ଲାଗେ ନାହିଁ…

Read More