Author: Ayesha Debnath

Motion Sickness: ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କାର, ବସ୍, ଟ୍ରେନ୍, ଜାହାଜ କିମ୍ବା ଯେକୌଣସି ଯାନବାହନରେ ବସିବା ମାତ୍ରେ ବାନ୍ତି ଭଳି ଅସୁସ୍ଥତାର ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ସେମାନଙ୍କର କାର୍‌ରେ ବସିବାର ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବୁଲାଇବା, ନିମ୍ନ ରକ୍ତଚାପ, ସ୍ନାୟବିକ ସମସ୍ୟା, ବେହୋସ, ବାନ୍ତି ଇତ୍ୟାଦି ସମସ୍ୟା ଆରମ୍ଭ ହୁଏ। ଏହାକୁ ଗତି ରୋଗ (motion sickness)ମଧ୍ୟ କୁହାଯାଏ । ଏକ ବନ୍ଦ ଗାଡ଼ିରେ ଯାତ୍ରା କରିବା ଏହାର କାରଣ ହୋଇଥାଏ । ଏହା କାରରେ ବସିବା ସମୟରେ ଘଟିଥାଏ ଏବଂ କାର ଅଟକିଗଲେ ଏହାର ପ୍ରଭାବ ଦୂର ହୋଇଯାଏ । ଏହିଭଳି ସମସ୍ୟା କାରଣରୁ ସେମାନଙ୍କ କୌଣସି ସ୍ଥାନକୁ ଯାତ୍ରା କରିବା ଏକ କଷ୍ଟକର କାର୍ଯ୍ୟ ପରି ମନେହୁଏ। ଏପରି କ୍ଷେତ୍ରରେ କୌଣସି ବି ଔଷଧ ନାହିଁ ଯାହା ସବୁଦିନ ପାଇଁ ଭ୍ରମଣ କରିବା ସମୟରେ ବାନ୍ତି ସମସ୍ୟାକୁ ରୋକି ପାରିବ। ଆପଣ ଯଦି…

Read More