Author: Ayesha Debnath

Sore Throat Home Remedies: ଶରୀରରେ ଭାଇରାଲ୍-ଜୀବାଣୁ ସଂକ୍ରମଣ ପ୍ରାୟତଃ ଗଳାରେ ଯନ୍ତ୍ରଣା ସହିତ ଆରମ୍ଭ ହୁଏ । ଏହାର ଲକ୍ଷଣ ଗଳା ଯନ୍ତ୍ରଣା, ପ୍ରିକ୍ଲିଙ୍ଗ୍ ସେନ୍ସେସ୍ । ଅନେକ ସମୟରେ ଥଣ୍ଡା-ଜ୍ୱର ଯୋଗୁଁ ଗଳା ବସିଯାଏ। ବଡ ପାଟି କରିବା ଦ୍ୱାରା ତଣ୍ଟି ଫାଟିଯାଏ। ଫଳରେ କଥାବାର୍ତ୍ତା କରିବାରେ ଅନେକ ଅସୁବିଧା ହୁଏ। ଏହି ସମସ୍ୟାର ମୁକାବିଲା ପାଇଁ, ଆପଣ କିଛି ଘରୋଇ ଉପଚାରର ସାହାଯ୍ୟ ନେବା ଉଚିତ। ଯାହାଫଳରେ ସ୍ୱର ଯଥାଶୀଘ୍ର ସୁସ୍ଥ ହୋଇପାରିବ। ତେବେ ଆସନ୍ତୁ ଗଳା ଯନ୍ତ୍ରଣାକୁ ଦୂର କରିବାର ୫ଟି ଘରୋଇ ଉପଚାର ଜାଣିବା… ଅଦାର ବ୍ୟବହାର: ଯେତେବେଳେ ଗଳା ବସିଯାଏ ବା ଫାଟିଯାଏ ସେତେବେଳେ ଅଦାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରିଦିଅନ୍ତୁ। ଏହାପରେ ଏଥିରେ ୨ଟି ଲବଙ୍ଗ ଏବଂ ଟିକେ ହେଙ୍ଗୁ ପକେଇ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହାକୁ ମିଶାନ୍ତୁ। ଏହା ପରେ, ଏଥିରେ ମହୁ ମିଶେଇ ଚାଟି ଦିଅନ୍ତୁ। ଏହାକୁ ଦିନକୁ…

Read More