Author: Ayesha Debnath

Sleep Well: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥାପି, ଅଧିକାଂଶ ଲୋକଙ୍କର ଏହି ସମସ୍ୟା ଅଛି ଯେ ସେମାନେ ରାତିରେ ଭଲ ଶୋଇପାରୁ ନାହାଁନ୍ତି କିମ୍ବା ଶୋଇବାରେ ସେମାନଙ୍କର ଅସୁବିଧା ଥାଏ । କିନ୍ତୁ ନିଦ୍ରାର ଅଭାବ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ରାତିରେ ପର୍ଯ୍ୟାପ୍ତ ନିଦ ନହେବା ଆପଣଙ୍କ ହରମୋନ୍ ଏବଂ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ଓଜନ ବଢ଼େଇବାରେ ଏବଂ ଅନେକ ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାତିରେ ଅତି କମରେ ୭-୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଏ। ପ୍ରାୟ ସମସ୍ତେ ଅନୁଭବ କରିଥିବେ ଯେତେବେଳେ ରାତିରେ ଠିକ୍ ଭାବରେ ଶୋଇ ନ ହୁଏ, ଥକାପଣ ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦିଏ। ଏହି ସମସ୍ୟା ମାଇଗ୍ରେନ୍‌ ଆଶଙ୍କାକୁ ମଧ୍ୟ ବଢାଇପାରେ। କେବଳ ଏତିକି ନୁହେଁ,…

Read More