Author: Ayesha Debnath

Rice Water: ଭାତ ଭାରତୀୟମାନଙ୍କର ପ୍ରଧାନ ଖାଦ୍ୟ। ଏମିତି ଖୁବ କମ୍ ଲୋକ ଥିବେ ଯେଉଁମାନେ କି ଭାତ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ତେବେ ଭାତ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବେ ଧୁଆଯାଏ ଏବଂ ଏହି ଧୁଆ ପାଣିକୁ ସାଧାରଣତଃ ପିଙ୍ଗି ଦିଆଯାଏ । କ’ଣ ଆପଣ ବି ଚାଉଳ ଧୋଇ ପାଣି ଫିଙ୍ଗି ଦେଉଛନ୍ତି ? ହୁଏତ ଆପଣ ଜାଣିନାହାନ୍ତି ଏହି ଚାଉଳ ପାଣି ଆମର ତ୍ବଚା ଓ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଚାଉଳ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଏଜିଂ ଗୁଣ ଭରପୂର ଥାଏ । ଏହା ଚେହେରାରେ ବୟସାଧିକ ଜନିତ ଲକ୍ଷଣ କମ୍ କରେ । ଦାଗ, ବ୍ରଣ କମାଇଥାଏ । ମୁହଁରୁ ଅତ୍ୟଧିକ ତୈଳ ଅବଶୋଷଣ କରିବା ସହ ସନବର୍ନ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଶୀତ ଦିନିଆ ସ୍କିନକେୟାରରେ ଏହି ଚାଉଳ ପାଣି…

Read More