Author: Ayesha Debnath

Tamba Glass: ଆଧୁନିକତା ସ୍ପର୍ଶ କରିବା ପୂର୍ବରୁ ଲୋକେମାନେ ତମ୍ୱା ପାତ୍ର, ମାଟି ପାତ୍ରରେ ଖାଇବା ପିଇବାକୁ ପସନ୍ଦ କରୁଥିଲେ। ପରେ ଏହାର ସ୍ଥାନ ଆଖି ଝଲସାଇ ଦେବା ଭଳି କାଚ ଓ ଫାଇବର ପାତ୍ର ମାଡ଼ି ବସିଲା। ହେଲେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଆମେ ବହୁ ରୋଗ କବଳରୁ ମୁକ୍ତି ପାଇଥାଉ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଆସନ୍ତୁ ଆଜି ଜାଣିବା ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ। ତମ୍ୱା ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ, ଯାହା ଶରୀରରେ ମିନରାଲ୍ସ ଓ ଜରୁରୀ ନ୍ୟୁଟ୍ରିସନ୍‌ର ଆବଶ୍ୟକତାକୁ ପୂରଣ କରିଥାଏ। ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ ହୋଇଥାଏ। ପାଚନ ପ୍ରକ୍ରିୟା ମଧ୍ୟ ଭଲ ହୋଇଥାଏ। ଏହାବ୍ୟତୀତ କ୍ୟାନସର ପରି ଘାତକ ବେମାରରୁ ମଧ୍ୟ ମୁକ୍ତି ମିଳିଥାଏ। ତମ୍ୱା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ। ଆର୍ୟୂବେଦ ଶାସ୍ତ୍ର…

Read More