Author: Ayesha Debnath

Vastu: ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଯେ ସମ୍ପନ୍ନତା ଓ ସୁଖୀ ଜୀବନ ନିଜ କର୍ମ ଏବଂ ଭାଗ୍ୟ ଅନୁସାରେ ମିଳିଥାଏ। ଶାସ୍ତ୍ରରେ ଏହା ବି କୁହାଯାଇଛି କି, ଯଦି କିଛି ଖାସ ଉପାୟ ଆପଣାଯାଏ, ତ ପ୍ରତିକୂଳତା ଅନୁକୂଳତାରେ ବଦଳିଯାଇ ପାରିବ। ଆଜି ଆମେ ଆପଣଙ୍କୁ ବାସ୍ତୁ ଅନୁସାରେ ଏମିତି କିଛି କଥା କହିବୁ, ଯାହାକୁ ଭୁଲରେ ବି କେବେ କରିବେ ନାହିଁ। କାରଣ, ଏହାଦ୍ୱାରା ଦାରିଦ୍ର୍ୟ ପାଖ ମାଡ଼ିଥାଏ। ଶାସ୍ତ୍ର ଅନୁଯାୟୀ, ଘରର ପରିଷ୍କାର ପରିଚ୍ଛନ୍ନତା ନହେବା ଦାରିଦ୍ର୍ୟର ଏକ ପ୍ରମୁଖ କାରଣ ହୋଇପାରେ। ମଇଳା ଏବଂ ଅବ୍ୟବସ୍ଥା ନକାରାତ୍ମକ ଶକ୍ତି ସୃଷ୍ଟି କରେ, ଯାହା ଆର୍ଥିକ କ୍ଷତି ଏବଂ ଦାରିଦ୍ରକୁ ଆକର୍ଷିତ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସର୍ବଦା ଆଗକୁ ବଢିବା ପାଇଁ ଚାହାଁନ୍ତି, ଏଥିପାଇଁ ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କଠିନ ପରିଶ୍ରମ କରନ୍ତି, କିନ୍ତୁ ତା’ପରେ ମଧ୍ୟ ସେ ଜୀବନସାରା ଦାରିଦ୍ର୍ୟର…

Read More