Author: Ayesha Debnath

Visa Free Entry: ବିଶ୍ୱରେ ଭାରତୀୟ ପାସପୋର୍ଟର ବ୍ୟବହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଦେଶ ଯାତ୍ରା କରିବାକୁ ଯୋଜନା କରୁଥିବା ଭାରତୀୟ ଏହାର ଲାଭ ଉଠାଇ ପାରିବେ । ସାରା ବିଶ୍ୱରେ ପାସପୋର୍ଟ ତାଲିକାରେ ଭାରତ ୮୦ ତମ ସ୍ଥାନରେ ପହଞ୍ଚିଛି ଏବଂ ବର୍ତ୍ତମାନ ଭାରତୀୟ ନାଗରିକମାନେ ଭିସା ବିନା ୬୨ଟି ଦେଶରେ ପ୍ରବେଶ କରିପାରିବେ। ଏହି ତାଲିକାରେ ଥାଇଲାଣ୍ଡଠାରୁ ଆରମ୍ଭ କରି ମାଳଦ୍ବୀପ, ଇଣ୍ଡୋନେସିଆ, ମାଲେସିଆ ପ୍ରଭୃତି ଅନେକ ଦେଶ ରହିଛି । ଏବେ ଶ୍ରୀଲଙ୍କା ମଧ୍ୟ ଅକ୍ଟୋବର ୩୧ରୁ ଭାରତୀୟଙ୍କ ପାଇଁ ଭିସା ମୁକ୍ତ ଟ୍ରାଭେଲ ଘୋଷଣା କରିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବିଷୟରେ କହିବୁ । ଯଦି ଆପଣ ବି ଜଣେ ଟ୍ରାଭେଲ ଲଭର୍ ଏବଂ କମ୍ ବଜେଟରେ ବିଦେଶ ଟ୍ରିପ୍ ପ୍ଲାନିଂ କରୁଛନ୍ତି, ତାହେଲେ ନିଶ୍ଚୟ ନିଜ ପାର୍ଟନର କିମ୍ବା ସାଙ୍ଗସାଥୀ ସହ ଏଠାକୁ ପ୍ଲାନ…

Read More