Author: Ayesha Debnath

Soybean: ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ସୋୟାବିନରେ ଅଧିକ ପରିମାଣର ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ଇ ଥାଏ । ଏଥିରେ ଆମିନୋ ଏସିଡ୍ ମଧ୍ୟ ମିଳିଥାଏ, ଯାହା ଶରୀର ନିର୍ମାଣରେ ସହାୟକ ହୋଇପାରେ । ପ୍ରୋଟିନ୍ ବ୍ୟତୀତ ସୋୟାବିନରେ ଫାଇବର, ମିନେରାଲ୍ସ ଏବଂ ଫାଇଟୋଷ୍ଟ୍ରୋଜେନ୍ ଭଳି ଗୁଣ ରହିଛି, ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ କରିଥାଏ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଏପରିକି ଦୃଦ୍‌ଘାତଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କୁ ସୋୟା ସପ୍ଲିମେଣ୍ଟସ୍‌ ମାଧ୍ୟମରେ ସୋୟାବିନ୍‌ ଦେଇ ସୁଗାରକୁ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ୍‌ ଶରୀରରେ କେବଳ ଗୋଟିଏ ଅଙ୍ଗକୁ ପ୍ରଭାବିତ କରେ ନାହିଁ,…

Read More