Author: NAZMEEN PARWEEN

ରାଜ୍ୟର ରାଜନୀତି ଆଜି ପୁଣିଥରେ ଚାଷୀଙ୍କ ପ୍ରସଙ୍ଗକୁ କେନ୍ଦ୍ର କରି ତେଜ ହୋଇଉଠିଛି । ସରକାରୀ ଦାବି ଓ ଭୂମିସ୍ତରର ଯଥାର୍ଥତା ମଧ୍ୟରେ ଥିବା ତାରତମ୍ୟକୁ ନେଇ ଚର୍ଚ୍ଚା ଏବେ ପ୍ରତ୍ୟେକ ଚକ୍, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ମଣ୍ଡିରେ ଶୁଣିବାକୁ ମିଳୁଛି । ସରକାର ନିଜକୁ ଚାଷୀଙ୍କ ସରକାର ବୋଲି ଦାବି କରୁଥିଲା, ସେଇ ସରକାର ଉପରେ ଆଜି ଚାଷୀ ବିରୋଧୀ ନୀତି ଗ୍ରହଣ କରିବାର ଅଭିଯୋଗ ଉଠୁଛି। ପ୍ରଶ୍ନ — ଏହା କି ସତରେ ପ୍ରତିଶ୍ରୁତିରୁ ପୂରଣ, ନା କେବଳ ପ୍ରତାରଣା? ଆପଣ ଯେଉଁ ଦୃଶ୍ୟ ଦେଖୁଛନ୍ତି, ସେହିଟା କୌଣସି ଗୋଟିଏ ଜିଲ୍ଲାର ନୁହେଁ। ଏହା ରାଜ୍ୟର ବହୁ ଜିଲ୍ଲାର ସାଧାରଣ ଚିତ୍ର। ମଣ୍ଡିରେ ଧାନ ପଡ଼ିରହିଛି। । ବର୍ଷା, କୁହୁଡ଼ି, ସହି ଚାଷୀ ଧାନକୁ ବଞ୍ଚାଇବାର ଚେଷ୍ଟା କରୁଛନ୍ତି। ଚାଷୀ କହୁଛନ୍ତି — “ଆମେ ଚାଷ କରିଲୁ, ଋଣ ନେଲୁ, ସରକାର କହିଲେ ଧାନ କିଣିବେ। ଏବେ ଧାନ…

Read More