Author: NAZMEEN PARWEEN

“ଆପଣ ଭାବୁଛନ୍ତି ଆପଣ ଘରେ ସବୁଠୁ ବଡ଼ ଖର୍ଚ୍ଚ ଖାଦ୍ୟ ପାଇଁ ହୁଏ? ଠିକ ଅଛି। କିନ୍ତୁ ଦ୍ୱିତୀୟ ନମ୍ବରରେ ଯାହା ଆସୁଛି… ତାହା ଆପଣଙ୍କୁ ଚକିତ କରିପାରେ। ଓଡ଼ିଶା ଅର୍ଥିକନୈତିକ ସର୍ଭେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି — ଶିକ୍ଷା ଏ ରାଜ୍ୟରେ ପ୍ରତ୍ୟେକ ପରିବାରର ଦ୍ୱିତୀୟ ସର୍ବୋଚ୍ଚ ଖର୍ଚ୍ଚ ହୋଇ ଉଠିଛି।” ଓଡ଼ିଶା ସରକାର ୧୯ ଫେବ୍ରୁଆରୀ ୨୦୨୬ ତାରିଖରେ ଅର୍ଥିକନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ଓଡ଼ିଶାର ଅର୍ଥନୀତି, ବ୍ୟବସାୟ, ଚାଷ ଓ ସ୍ୱାସ୍ଥ୍ୟ ସହ ଶିକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସବୁଠୁ ଦୃଷ୍ଟି ଆକର୍ଷଣ କରୁଥିବା ତଥ୍ୟ ହେଲା — ଏ ରାଜ୍ୟର ପରିବାରଗୁଡ଼ିକ ଖାଦ୍ୟ ପରେ ସବୁଠୁ ବେଶି ଖର୍ଚ୍ଚ କରୁଛନ୍ତି ଶିକ୍ଷା ଉପରେ। ହଁ — ସ୍ୱାସ୍ଥ୍ୟ ନୁହେଁ, ବସ୍ତ୍ର ନୁହେଁ, ଗୃହ ନୁହେଁ… ଶିକ୍ଷା ଉପରେ ହିଁ ଅଧିକ ଖର୍ଚ୍ଚ କରିବାକୁ…

Read More