Author: NAZMEEN PARWEEN

ଓଡ଼ିଶାରେ ହିନ୍ଦୁ ମନ୍ଦିରମାନଙ୍କ ସୁରକ୍ଷା ଏବଂ ବିଧାନସଭାରେ ପ୍ରକାଶିତ ତଥ୍ୟ ଆମକୁ କଣ ସୂଚନା ଦେଉଛି? ଧାର୍ମିକ ସଂସ୍ଥାଗୁଡ଼ିକ କେବଳ ଆସ୍ଥାର ପ୍ରତୀକ ନୁହେଁ; ଆମ ସଂସ୍କୃତି, ଐତିହ୍ୟ ଓ ସମାଜିକ ଏକତାର ଆଧାର। ଏହି ପରିପ୍ରେକ୍ଷ୍ୟରେ ମନ୍ଦିର ସୁରକ୍ଷା କେବଳ ଧର୍ମୀୟ ମାମଲା ନୁହେଁ, ଏହା ଏକ ପ୍ରଶାସନିକ ଓ ଆଇନଗତ ଦାୟିତ୍ୱ। ସମ୍ପ୍ରତି ବିଧାନସଭାରେ ଉଠିଥିବା ପ୍ରଶ୍ନରେ ବିଭାଗ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିର ଜମି ଦଖଲ , ଅନୁମତି ବିନା ବିକ୍ରୟ ସମ୍ପର୍କିତ ଅଭିଯୋଗ ଏ ସବୁ ମିଶି ସୁରକ୍ଷା ଓ ପରିଚାଳନା ପ୍ରଣାଳୀର ଦୃଢତାକୁ ପ୍ରଶ୍ନ କରୁଛି। ଓଡ଼ିଶାରେ ହଜାର ହଜାର ମନ୍ଦିର ବିଭାଗ ଅଧୀନରେ ରଜିଷ୍ଟର୍ ଅଛି। ଏହି ମନ୍ଦିରମାନଙ୍କ ପାଖରେ ବ୍ୟାପକ ଜମି, ଦାନସମ୍ପତ୍ତି ଓ ଆର୍ଥିକ ସମ୍ପଦ ରହିଛି। କିନ୍ତୁ ବିଧାନସଭାର ତଥ୍ୟ ଦେଖାଉଛି ଯେ, ଅନେକ ସ୍ଥାନରେ ମନ୍ଦିର ଜମି ଅବୈଧ ଭାବେ…

Read More