Author: NAZMEEN PARWEEN

ବର୍ତ୍ତମାନ ସମୟରେ କେଶ ଝଡିବା ସମସ୍ୟା ବଢ଼ିଚାଲିଛି । କେଶ ସମସ୍ୟାକୁ ନେଇ ସମସ୍ତ ଲୋକେ ବହୁତ ଚିନ୍ତାରେ ରହୁଛନ୍ତି । ଝିଅ ମାନଙ୍କ ଠାରୁ ଆରମ୍ଭ କରି ପୁଅ ମଧ୍ୟ ଚିନ୍ତାରେ ରହୁଛନ୍ତି । କାରଣ କେଶ ସମସ୍ୟା ଶରୀରରେ ମୁଖ୍ୟ ଅଂଶ ହୋଇଥାଏ । ଯଦି କେଶ ସୁନ୍ଦର ଥାଏ ତେବେ ମଣିଷ ମଧ୍ୟ ସୁନ୍ଦର ଦେଖାଯାଇଥାଏ । ହେଲେ ବର୍ତ୍ତମାନ ଏପରି ସମସ୍ୟା ହେଉଛି ଯେ କେଶ ବହୁତ ମାତ୍ରାରେ ଝଡିବାରେ ଲାଗୁଛି । କେଶ ଝଡିବାକୁ ନେଇ ଲୋକେ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସହ ପାର୍ଲର ଯାଇ କେଶର କେୟାର ନେଇଥାନ୍ତି । ହେଲେ କେଶ ଛଡିବା ସମସ୍ୟା ଦୂର ନହୋଇ ଆହୁରି ବଢ଼ିବାର ଲାଗିଥାଏ । କେଶ ଝଡିବାରେ ଅନେକ କାରଣ ରହିଛି । ସେହି କାରଣଗୁଡିକ ହେଉଛି- ପୁଷ୍ଟିକର ଖାଦ୍ୟ ନଖାଇବା, ଅଧିକ ଷ୍ଟ୍ରେସ୍ ନେବା, ସଠିକ୍…

Read More