Author: NAZMEEN PARWEEN

ମନୁଷ୍ୟ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଥାଏ। ମାନବ ଜାତି ମଙ୍ଗଳ ଏବଂ ଅମଙ୍ଗଳ ଅନେକାଂଶ ବାସ୍ତୁ ଉପରେ ନିର୍ଭର କରିଥାଏ। କୁହାଯାଏ କୌଣସି ବ୍ୟକ୍ତି ଉପରେ ବାସ୍ତୁ ଦୋଷ ହୋଇଥାଏ, ତେବେ ଜୀବନରେ ଅନେକ ସମସ୍ୟା ଦେଖାଦିଏ। ବାସ୍ତୁ ନିୟମ ଦିଗ ଏବଂ ସୂର୍ଯ୍ୟଙ୍କ କିରଣ ଉପରେ ଆଧାରିତ ହୋଇଥାଏ।ବାସ୍ତୁ ନିୟମ ପାଳନ କରିବା ଦ୍ୱାରା ଘରକୁ ଖୁସି ଆସିଥାଏ ଏବଂ ସମସ୍ତ କଷ୍ଟ ଦୂର ହୋଇଥାଏ। କିଛି ଲୋକ ବାସ୍ତୁ ଉପରେ ବିଲକୁଲ୍ ଧ୍ୟାନ ଦିଅନ୍ତି ନାହିଁ। ଯାହା ପାଇଁ ଘରେ ଦରିଦ୍ରତା ଏବଂ ରୋଗର ଆଗମନ ହୋଇଥାଏ। ବାସ୍ତୁ ନିୟମକୁ ମାନିବା ଦ୍ୱାରା ଘରେ ଧନର ଅଭାବ ହୁଏ ନାହିଁ। ବାସ୍ତୁ ଅନୁସାରେ, ଘରେ କେବେବି କୌଣସି ଛିଣ୍ଡା ଚପଲ ରଖିବା ଉଚିତ ନୁହେଁ। ଘରେ ଛିଣ୍ଡା ଚପଲ ରଖିବା ଦ୍ୱାରା ମଣିଷ ପାଖରେ ସବୁବେଳେ ଧନର ଅଭାବ ରହିଥାଏ। ଏହା ସହ ଘରର…

Read More