Author: NAZMEEN PARWEEN

DIY toners for glowing skin: ଶୀତଦିନେ ତ୍ୱଚାରେ ଆର୍ଦ୍ରତା ଆବଶ୍ୟକ ହୋଇଥାଏ। ଥଣ୍ଡା ପବନ ଯୋଗୁଁ ତ୍ୱଚା ଶୁଷ୍କ ହେବା ସହ ପ୍ରାଣହୀନ ହୋଇଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ କିଛି ପ୍ରାକୃତିକ ଜିନିଷ ସାହାଯ୍ୟରେ ଏକ ଘରୋଇ ଟୋନର ତିଆରି କରି ଏହାକୁ ସ୍କିନ୍ କେୟାରରେ ସାମିଲ କରିପାରିବେ । ଏହା ତ୍ୱଚାକୁ ଟୋନ୍ କରିବା ସହ ଚମକାଇବ।  ଶୀତଦିନେ ତ୍ୱଚାର ଯତ୍ନ ନେବା ସହଜ କଥା ନୁହେଁ। ଥଣ୍ଡା ପବନ ତ୍ୱଚାକୁ ଶୁଷ୍କ ଓ ପ୍ରାଣହୀନ କରିଥାଏ। ଏଭଳି ସ୍ଥିତିରେ ତ୍ୱଚାକୁ ହାଇଡ୍ରେଟ୍ ଓ ଚମକଦାର ରଖିବା ପାଇଁ ଆମେ କିଛି ବିଶେଷ ଉପାୟ ଅବଲମ୍ବନ କରିବା ଜରୁରୀ। ତେବେ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏକ ଭଲ ଟୋନରକୁ ତ୍ୱଚାର ଯତ୍ନରେ ସାମିଲ କଲେ ଏହା କେବଳ ତ୍ୱଚାକୁ ଆର୍ଦ୍ରତା ପ୍ରଦାନ କରିବ ନାହିଁ ବରଂ ତ୍ୱଚାର ଛଦ୍ରକୁ ମଧ୍ୟ ସଫା କରିବ,…

Read More