Author: NAZMEEN PARWEEN

ମାର୍କେଟରେ ଲଞ୍ଚ କରାଯାଇଛି Honda Activa 125 ର ନୂଆ ମଡେଲ । ଏହି ସ୍କୁଟରର ଫିଚର୍ସରେ ଚେଞ୍ଜ କରାଯାଇଛି । Honda ର ସ୍କୁଟରରେ ଅପଡେଟ୍ ସହିତ ଏହାର ପ୍ରାଇସ ମଧ୍ୟ ବୃଦ୍ଧି ହୋଇଛି । Honda Activa ରେ ପୂର୍ବରୁ ଏକ LCD ଡିସପ୍ଳେ ଥିଲା, ଯାହା ବର୍ତ୍ତମାନ ୪.୨-ଇଞ୍ଚ ର TFT ଡିସପ୍ଲେ ସହିତ ରିପ୍ଲେସ୍ ହୋଇଛି । ସ୍କୁଟର ଏହି ଡିସପ୍ଲେକୁ Honda ର Roadsync app ସହିତ କନ୍ନେକ୍ଟ କରାଯାଇପାରିବ । ନୂଆ Honda ରେ ମିଳୁଥିବା ଏହି TFT ଡିସପ୍ଲେ ମାଧ୍ୟମରେ ବର୍ତ୍ତମାନ ଆପଣଙ୍କ ଫୋନରେ ଆସୁଥିବା ରିଙ୍ଗର ନୋଟିଫିକେସନ୍ ସ୍କୁଟରର ସ୍କ୍ରିନ୍ ଉପରେ ଦେଖାଯିବ । କଲ ଆଲର୍ଟର ଫିଚର ସହିତ ନେବିଗେସନ୍ ଆସିଷ୍ଟର ଫିଚର ମଧ୍ୟ ସାମିଲ୍ କରାଯାଇଛି । Activa ର ନୂଆ ମଡେଲରେ ଆଉ ଗୋଟିଏ ବଡ଼ ଅପଡେଟ୍ ହୋଇଛି ଯାହାକି ଏଥିରେ USB Type C…

Read More