Author: NAZMEEN PARWEEN

ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି, ଯାହା ମନୁଷ୍ୟ ଜାତିର ଅସ୍ତିତ୍ୱକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଅଧ୍ୟୟନ ଏବେ ସାମ୍ନାକୁ ଆସିଛି ।ବିଜ୍ଞାନ ସବୁବେଳେ ଆମକୁ ଚକିତ କରିଛି। ହେଲେ ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି, ଯାହା ମନୁଷ୍ୟ ଜାତିର ଅସ୍ତିତ୍ୱକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ୟ୍ୟ କଲାଭଳି ଅଧ୍ୟୟନ ଏବେ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ପୁରୁଷଙ୍କ ଓ୍ୱାଇ କ୍ରୋମୋଜୋମ୍ ଧିରେ ଧିରେ ବିଲୁପ୍ତ ହେବାରେ ଲାଗିଛି । ଏଭଳି ଆଶଙ୍କା କରାଯାଉଛି ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ। ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ଓ୍ୱାଇ କ୍ରୋମୋଜୋମ୍ । ଆଉ ଆଗାମୀ କୋଟିଏ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇପାରେ । ପୁତ୍ର ସନ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ ଓ୍ୱାଇ କ୍ରୋମୋଜୋମ୍ ।…

Read More