Author: NAZMEEN PARWEEN

ଘରକୁ କୁଣିଆ ଆସିଲେ କୋଲ୍ଡଡ୍ରିଙ୍କସଟେ କିଣି ଆଣିଦିଅ , ପେଟରେ ଗ୍ୟାସ୍ ହେଲେ କୋଲ୍ଡଡ୍ରିଙ୍କସରେ ଜଲଜିରା ପକାଇ ପିଇଦିଅ । ପ୍ରବଳ ଖରା,ଗରମ ହେଲେ ତଣ୍ଟିକୁ ଶାନ୍ତି ଦେବା ପାଇଁ ଆଗ ଖୋଜା ପଡ଼େ କୋଲ୍ଡଡ୍ରିଙ୍କସ୍ । ଆଉ ଘରେ ଛୋଟପିଲା ଥିଲେ କୋଲ୍ଡଡ୍ରିଙ୍କସରୁ ଢୋକେ ବଂଚାଇବା ବି ମୁସ୍କିଲ୍ । କୋଲ୍ଡଡ୍ରିଙ୍କସ୍ ପିଇବାକୁ କାହାକୁ ବା ଭଲ ନଲାଗେ । ଘରକୁ କୁଣିଆ ଆସିଲେ କୋଲ୍ଡଡ୍ରିଙ୍କସଟେ କିଣି ଆଣିଦିଅ , ପେଟରେ ଗ୍ୟାସ୍ ହେଲେ କୋଲ୍ଡଡ୍ରିଙ୍କସରେ ଜଲଜିରା ପକାଇ ପିଇଦିଅ । ପ୍ରବଳ ଖରା,ଗରମ ହେଲେ ତଣ୍ଟିକୁ ଶାନ୍ତି ଦେବା ପାଇଁ ଆଗ ଖୋଜା ପଡ଼େ କୋଲ୍ଡଡ୍ରିଙ୍କସ୍ । ଆଉ ଘରେ ଛୋଟପିଲା ଥିଲେ କୋଲ୍ଡଡ୍ରିଙ୍କସରୁ ଢୋକେ ବଂଚାଇବା ବି ମୁସ୍କିଲ୍ । କିଛି ଲୋକ ତ ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଅନ୍ତି । ହେଲେ ଏ ମୃଦୁପାନୀୟ ଦେହ ପାଇଁ କେତେ ମାରାତ୍ମକ କେବେ ଭାବିଛନ୍ତି କି? ଅଧିକ ଥଣ୍ଡାପାନୀୟ…

Read More