Author: NAZMEEN PARWEEN

୩୦ ତମ ବାର୍ଷିକୀ ଅବସରରେ ଆଜିଠାରୁ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେଉଛି ବିଶ୍ୱ ଏଡ୍ସ ଦିବସ ଓ ରେଡକ୍ରସ ସପ୍ତାହ । ପ୍ରତିବର୍ଷ ଏକ ଥିମ୍ ଚୟନ କରାଯାଏ, ଯାହାକୁ ଆଧାର କରି ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏଚଆଇଭି ପରୀକ୍ଷା ରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ଏବଂ ନିଜ ସ୍ଥିତି ଜାଣିବାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଚଳିତ ବର୍ଷ ‘ନୋ ୟୋର ଷ୍ଟାଟସ୍’କୁ ଥିମ୍ ଭାବେ ନିଆଯାଇଛି। ଏଡ୍ସ ଦିବସର ନିଜର ପ୍ରତୀକ ହେଉଛି ‘ରେଡ୍ ରିବନ୍’। ଏଥିପାଇଁ କାହିଁକି ନାଲି ଫିତା ଚୟନ କରାଗଲା ତାହା ବୁଝିବା ବେଶ୍ ଆକର୍ଷଣୀୟ। ଏଚଆଇଭି ପଜିଟିଭ୍ ଫଳାଫଳ ଥିବା ସମସ୍ତଙ୍କ ପାଇଁ ପ୍ରେମ ସୃଷ୍ଟି କରିବା ପାଇଁ ଏହା ବ୍ୟବହୃତ ହୁଏ ବୋଲି କେହି କେହି ବିଶ୍ୱାସ କରୁଥିବା ବେଳେ କେହି କେହି କହନ୍ତି ଯେ ଏହା ଯନ୍ତ୍ରଣାରେ ଥିବା…

Read More