Author: NAZMEEN PARWEEN

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ ରାଜ୍ୟ ସରକାର ପ୍ରଚଳିତ ରାସନ କାର୍ଡର ଆଧାର ଆଧାରିତ ଇ-କେୱାଇସି ଯାଞ୍ଚ ଶେଷ କରିବା ପାଇଁ ଜାନୁଆରୀ ୧୫ ତାରିଖ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ରାଜ୍ୟ ଭିତରେ ଇ-କେୱାଇସି ଯାଞ୍ଚ ପାଇଁ ବିଶେଷ କରି ବୟସ୍କ ଏବଂ ଅସୁସ୍ଥ ଥିବା ଲୋକଙ୍କୁ ଭେଟିବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ବିଭାଗକୁ କିଛି ଶ୍ରମିକଙ୍କ ଫୋନ ଆସିବା ପରେ ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଏକ ଟିମ ଗୋଆ ଯାଇଥିଲେ। ଶ୍ରୀ ପାତ୍ର କହିଛନ୍ତି ଯେ ୮୫ ପ୍ରତିଶତ ରାସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚ ଶେଷ ହୋଇଛି। ଏପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ଯାଞ୍ଚ ପାଇଁ ଆସିନାହାନ୍ତି ବୋଲି ସେ ସୂଚନା ଦେଇଛନ୍ତି। ବର୍ଷ ବର୍ଷ ଧରି ଭୂତ ହିତାଧିକାରୀ ଓ କାର୍ଡ ର ଅପବ୍ୟବହାର ଅଭିଯୋଗ ସାର୍ବଜନୀନ ବଣ୍ଟନ…

Read More